ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁରୁଦେବ ଟାଗୋରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 09 MAY 2021 10:37AM by PIB Bhubaneshwar

ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଟାଗୋର ଜୟନ୍ତୀରେ, ମୁଁ ମହାନ ଗୁରୁଦେବ ଟାଗୋରଙ୍କୁ ପ୍ରଣିପାତ କରୁଛି । ସେ ଦେଖିଥିବା ସ୍ଵପ୍ନର ଭାରତ ନିର୍ମାଣ କରିବା ପାଇଁ ତାଙ୍କ ଆଦର୍ଶ ଆମକୁ ଶକ୍ତି ଏବଂ ପ୍ରେରଣା ଯୋଗାଉ” ।

 

**********

TRP/



(Release ID: 1717193) Visitor Counter : 155