ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡ଼. ଫିଲିପୋଜ ମାର କ୍ରିସୋଷ୍ଟମ ମାର ଥୋମା ଭଲିୟା ମେଟ୍ରୋପୋଲିଟନଙ୍କ ବିୟୋଗରେ ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ

Posted On: 05 MAY 2021 11:13AM by PIB Bhubaneshwar

ଶ୍ରଦ୍ଧେୟ ଡ଼. ଫିଲିପୋଜ ମାର କ୍ରିସୋଷ୍ଟମ ମାର ଥୋମା ଭଲିୟା ମେଟ୍ରୋପୋଲିଟନଙ୍କ ନିଧନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଶ୍ରଦ୍ଧେୟ ଡ଼. ଫିଲିପୋଜ ମାର କ୍ରିସୋଷ୍ଟମ ମାର ଥୋମା ଭଲିୟା ମେଟ୍ରୋପୋଲିଟନଙ୍କ ନିଧନରେ ମର୍ମାହତ । ନିଜର ସମୃଦ୍ଧ ଧାର୍ମିକ ଓ ଆଧ୍ୟାତ୍ମିକ ଜ୍ଞାନ ତଥା ମାନବ ସମାଜର ଦୁଃଖ ଦୂର କରିବା ଦିଗରେ ପ୍ରୟାସ ପାଇଁ ତାଙ୍କୁ ସ୍ମରଣ କରାଯିବ । ମାଲନକାରା ମାର ଥୋମା ସିରିୟାନ ଚର୍ଚ୍ଚର ସଦସ୍ୟମାନଙ୍କୁ ମୋର ସମବେଦନା" ।

 

**********

TRP/



(Release ID: 1716357) Visitor Counter : 153