ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଷୁ ପର୍ବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 14 APR 2021 9:10AM by PIB Bhubaneswar

କେରଳ ଏବଂ ବିଶ୍ଵରେ ବସବାସ କରୁଥିବା ସମସ୍ତ ମାଲାୟାଲିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଷୁ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କେରଳବାସୀଙ୍କୁ ବିଷୁ ପର୍ବର ଶୁଭେଚ୍ଛା । ଏହି ପର୍ବ ଅବସରରେ ବିଶ୍ଵରେ ବସବାସ କରୁଥିବା ସମସ୍ତ ମାଲାୟାଲିଙ୍କୁ ମୁଁ ମୋର ଅଭିନନ୍ଦନ ଜଣାଉଛି । ନୂଆ ବର୍ଷ ଆପଣ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ଶାନ୍ତି ଆଣିଦେଉ” ।

 

**********

TRP/


(रिलीज़ आईडी: 1711741) आगंतुक पटल : 213
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada