ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୋହାଗ ବିହୁ ଅବସରରେ ଆସାମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
14 APR 2021 9:13AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବୋହାଗ ବିହୁ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ପବିତ୍ର ବୋହାଗ ବିହୁ ଅବସରରେ ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ । ମୁଁ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ଆସାମ ରାଜ୍ୟ ସମୃଦ୍ଧିର ନୂତନ ଶିଖର ଛୁଇଁବା ନେଇ ଆଶା କରୁଛି” ।
**********
TRP/
(ରିଲିଜ ଆଡି: 1711739)
ପରିଦର୍ଶକ କାଉଣ୍ଟର : 168
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam