ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାଜିବୁ ଚେରୋବା ଅବସରରେ ମଣିପୁରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 13 APR 2021 9:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଜିବୁ ଚେରୋବା ଅବସରରେ ମଣିପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି-

“ମଣିପୁରବାସୀଙ୍କୁ ସାଜିବୁ ଚେରୋବାର ଅଭିନନ୍ଦନ । ଆଗାମୀ ବର୍ଷ ପାଇଁ ଖୁସି ଏବଂ ଉତ୍ତମ ସ୍ଵାସ୍ଥ୍ୟର ଶୁଭକାମନା ।”

 

**********

TRP/


(रिलीज़ आईडी: 1711533) आगंतुक पटल : 191
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam