ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡଃ ଫାରୁକ ଅବଦୁଲ୍ଲାଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
Posted On:
30 MAR 2021 1:58PM by PIB Bhubaneshwar
ଡଃ ଫାରୁକ ଅବଦୁଲ୍ଲା କୋଭିଡ-19ରୁ ଅତିଶୀଘ୍ର ଆରୋଗ୍ୟ ଲାଭ କରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡଃ ଫାରୁକ ଅବଦୁଲ୍ଲାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।
ଆପଣଙ୍କର ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରୁଛି @ ଓମର ଅବଦୁଲ୍ଲା” ।
Praying for the good health and speedy recovery of Dr. Farooq Abdullah Ji.
Also praying for your and the entire family’s good health @OmarAbdullah. https://t.co/a3Qw1axCNH
— Narendra Modi (@narendramodi) March 30, 2021
**********
TRP/
(Release ID: 1708470)
Visitor Counter : 223
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam