ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାରେ ୭୭.୭% ନୂଆ ମାମଲା ଚିହ୍ନଟ

୪.୪ କୋଟିରୁ ଅଧିକ କୋଭିଡ-୧୯ ଟୀକା ପ୍ରଦାନ

ଗତ ୨୪ ଘଣ୍ଟାରେ ୨୫ ଲକ୍ଷରୁ ଅଧିକ ଟୀକା ପ୍ରଦାନ

Posted On: 21 MAR 2021 12:09PM by PIB Bhubaneshwar

ଦେଶର କିଛି ରାଜ୍ୟରେ ନୂଆ ମାମଲା ପ୍ରତିଦିନ ବଢିବାରେ ଲାଗିଛି । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାରେ ୭୭.୭% ନୂଆ ମାମଲା ଚିହ୍ନଟ ହୋଇଛି ।

ଗତ ୨୪ ଘଣ୍ଟାରେ ୪୩,୮୪୬ ନୂଆ ମାମଲା ଚିହ୍ନଟ ।

୬ଟି ରାଜ୍ୟରୁ ୮୩.୧୪% ନୂଆ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରୁ ସର୍ବାଧିକ ୨୭,୧୨୬ ନୂଆ ମାମଲା ଚିହ୍ନଟ ହୋଇଛି । ପଞ୍ଜାବରେ ୨୫୭୮ ଓ କେରଳରେ ୨୦୭୮ ନୂଆ ମାମଲା ଚିହ୍ନଟ ହୋଇଛି ।  

https://static.pib.gov.in/WriteReadData/userfiles/image/image001K6SK.jpg

 

ନିମ୍ନରେ ପ୍ରଦତ୍ତ ଗ୍ରାଫରେ ସବୁଠାରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ଶୀର୍ଷ ୫ ଜିଲ୍ଲାର ସ୍ଥିତି ପ୍ରଦର୍ଶିତ ହୋଇଛି ।    

https://static.pib.gov.in/WriteReadData/userfiles/image/image002VAWS.jpg

https://static.pib.gov.in/WriteReadData/userfiles/image/image003HCDD.jpg

https://static.pib.gov.in/WriteReadData/userfiles/image/image004AOFA.jpg

https://static.pib.gov.in/WriteReadData/userfiles/image/image0056DJ2.jpg

https://static.pib.gov.in/WriteReadData/userfiles/image/image006RCUF.jpg

https://static.pib.gov.in/WriteReadData/userfiles/image/image007O7VW.jpg

https://static.pib.gov.in/WriteReadData/userfiles/image/image0086AHJ.jpg

https://static.pib.gov.in/WriteReadData/userfiles/image/image009O1BY.jpg

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ୭,୨୫,୧୩୮ରୁ ଅଧିକ ସେସନରେ ୪.୪ କୋଟିରୁ ଅଧିକ (୪୪୬୦୩୯୮୫) ଟୀକା ପ୍ରଦାନ କରାଯାଇଛି । ଏଥିରେ ୭୭୭୯୯୮୫ ଏଚସିଡବ୍ଲୁ (ପ୍ରଥମ ଡୋଜ), ୪୮୭୭୩୫୬ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ), ୮୦୮୪୩୧୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୨୬୦୧୨୯୮ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ) ସାମିଲ ଥିବା ବେଳେ ନିର୍ଦ୍ଦିଷ୍ଟ ଗୁରୁତର ରୋଗ ଥିବା ୪୫ ବର୍ଷରୁ ଅଧିକ , ୩୬୩୩୪୭୩ ହିତାଧିକାରୀ ଓ ୬୦ ବର୍ଷରୁ ଅଧିକ ୧୭୬୨୭୪୧୮ ହିତାଧିକାରୀ ସାମିଲ ଅଛନ୍ତି ।  

HCWs

FLWs

45 to <60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

77,79,985

48,77,356

80,84,311

26,01,298

36,33,473

1,76,27,418

4,46,03,841

 

ଟୀକାକରଣ ଅଭିଯାନର ୬୪ ଦିନ (ମାର୍ଚ୍ଚ ୨୦, ୨୦୨୧) ରେ ୨୫ ଲକ୍ଷରୁ ଅଧିକ (୨୫୪୦୪୪୯) ଟୀକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୨୨୮୩୧୫୭ ହିତାଧିକାରୀଙ୍କୁ ୩୮୬୬୯ ସେସନରେ ପ୍ରଥମ ଡୋଜ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ପ୍ରଦାନ କରାଯାଇଥିବା ବେଳେ  ୨୫୭୨୯୨ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ଟୀକାର ଦ୍ୱିତୀୟ ଡୋଜ ନେଇଛନ୍ତି ।

 

Date: 20th March, 2021

HCWs

FLWs

45to<60 years with Co-morbidities

Over 60years

Total Achievement

1stDose

2ndDose

1stDose

2nd Dose

1stDose

1stDose

1stDose

2ndDose

 

73,146

73,071

1,26,705

1,84,221

4,09,861

16,73,445

22,83,157

2,57,292

 

 

 

 

 

 

 

 

 

 

 

 

 

 

ଭାରତରେ ଆଜି ସୁଦ୍ଧା ସକ୍ରିୟ ମାମଲା ସଂଖ୍ୟା ୩.୦୯ ଲକ୍ଷ (୩୦୯୦୮୭) ରହିଛି । ଗତ ୨୪ ଘଣ୍ଟାରେ ୨୦୬୯୩ ନୂଆ ମାମଲା ବଢିଛି ।

ଅନ୍ୟ ପକ୍ଷରେ ଭାରତର ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧୧୩୦୨୮୮ ରହିଛି । ଜାତୀୟ ସୁସ୍ଥତା ହାର ୯୫.୯୬% ରହିଛି । ଗତ ୨୪ ଘଣ୍ଟାରେ ୨୨୯୫୬ ସୁସ୍ଥ ହୋଇଥିବା ପଞ୍ଜୀକୃତ ହୋଇଛି ।

ଗତ ୨୪ ଘଣ୍ଟାରେ ୧୯୭ ମୃତ୍ୟୁ ହୋଇଛି ।

୬ଟି ରାଜ୍ୟରେ ୮୬.୮% ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ( ୯୨) ମୃତ୍ୟୁ ହୋଇଥିବା ବେଳେ ପଞ୍ଜାବରେ ୩୮ ଦୈନିକ ମୃତ୍ୟୁ ଓ କେରଳରେ ୧୫ ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image010X7O4.jpg

୧୭ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ । ସେଗୁଡିକ ହେଲା, ରାଜସ୍ଥାନ, ଆସାମ, ଗୋଆ, ଉତ୍ତରାଖଣ୍ଡ, ଓଡିଶା, ଝାଡଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ପଣ୍ଡିଚେରି, ଦାମନ ଓ ଦିଉ, ନାଗାଲାଣ୍ଡ, ତ୍ରିପୁରା, ଲଦାଖ, ମଣିପୁର, ମିଜୋରମ, ଆଣ୍ଡାମାନ ଓ ନିକୋବର ଓ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1706491) Visitor Counter : 174