ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି

Posted On: 17 MAR 2021 9:52AM by PIB Bhubaneshwar

ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନବାଧିକାର ଏବଂ ସ୍ଵାଧୀନତାର ସର୍ବଜୟୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ବାର୍ଷିକୀରେ ମୋର ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି । ସେ ସମସ୍ତ ଭାରତୀୟଙ୍କ ପାଇଁ ମଧ୍ୟ ଜଣେ ନାୟକ । ଐତିହାସିକ ମୁଜିବ ବୋରଶୋ ଉତ୍ସବ ଲାଗି ଏହି ମାସ ଶେଷ ଆଡକୁ ବାଂଲାଦେଶ ଗସ୍ତ ମୋ ପାଇଁ ଏକ ଗର୍ବର ବିଷୟ”

 


**********

TRP/



(Release ID: 1705550) Visitor Counter : 165