ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ତର୍ଜାତିକ ମହିଳା ଦିବସରେ ନାରୀ ଶକ୍ତିକୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
08 MAR 2021 9:18AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅଦମ୍ୟ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆନ୍ତର୍ଜାତିକ ମହିଳା ଦିବସରେ ଆମର ଅଦମ୍ୟ ନାରୀ ଶକ୍ତିକୁ ଅଭିବାଦନ ଜଣାଉଛି! ଆମ ଦେଶର ମହିଳାଙ୍କ ଦ୍ଵାରା ସମ୍ପାଦିତ ହୋଇଥିବା ଅନେକ କାର୍ଯ୍ୟ ପାଇଁ ଭାରତ ଗର୍ବିତ । ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ବୃଦ୍ଧି କରିବାର ସୁଯୋଗ ମିଳିଥିବାରୁ ଏହା ଆମ ସରକାର ପାଇଁ ଗର୍ବର ବିଷୟ ।
*********
TRP/
(रिलीज़ आईडी: 1703140)
आगंतुक पटल : 230
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam