ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ମନ୍ନାଥୁ ପଦ୍ମନାଭନଜୀଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 25 FEB 2021 10:32AM by PIB Bhubaneswar

ଶ୍ରୀ ମନ୍ନାଥୁ ପଦ୍ମନାଭନ ଜୀଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ଶ୍ରୀ ମନ୍ନାଥୁ ପଦ୍ମନାଭନ ଜୀଙ୍କୁ ତାଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ସାମାଜିକ କଲ୍ୟାଣ ଏବଂ ଯୁବ ସଶକ୍ତିକରଣ ଦିଗରେ ତାଙ୍କର ଦୀର୍ଘସ୍ଥାୟୀ ଅବଦାନ ପାଇଁ ଆମେ ତାଙ୍କୁ ସ୍ମରଣ କରୁଛୁ ତାଙ୍କର ସମୃଦ୍ଧ ଚିନ୍ତାଧାରା ଅନେକଙ୍କୁ ପ୍ରେରଣା ଯୋଗାଉଛି

 

**********

TRP/


(ରିଲିଜ ଆଡି: 1700727) ପରିଦର୍ଶକ କାଉଣ୍ଟର : 214