ପୋଷ୍ଟ କରାଯିବା ଦିନାଙ୍କ:
20 JAN 2021 11:05AM by PIB Bhubaneswar
ହାଓଡ଼ା-କାଲକା ମେଲ୍, ତଥା ଟ୍ରେନ ନମ୍ବର 12311/12312କୁ ଭାରତୀୟ ରେଳବାଇ ‘ନେତାଜୀ ଏକ୍ସପ୍ରେସ୍’ ନାମରେ ନାମିତ କରିଛି ।
ଏହା କହିବା ବାହୁଲ୍ୟ ହାଓଡ଼ା-କାଲକା ମେଲ୍ ଭାରତୀୟ ରେଳବାଇରେ ଚଳାଚଳ କରୁଥିବା ଏକ ଲୋକପ୍ରିୟ ଓ ପୁରାତନ ଟ୍ରେନ । ହାଓଡ଼ା କାଲକା ମେଲ୍ ହାଓଡ଼ା (ପୂର୍ବ ରେଳବାଇ)ରୁ ଭାୟା ଦିଲ୍ଲୀ ଦେଇ କାଲକା (ନର୍ଦର୍ଣ୍ଣ ରେଳବାଇ)କୁ ଚଳାଚଳ କରୁଛି ।
SR / SLP