ରେଳ ମନ୍ତ୍ରଣାଳୟ

ଟ୍ରେନ ନମ୍ବର 12311/12312 ହାଓଡ଼ା-କାଲକା ମେଲ୍ କୁ ‘ନେତାଜୀ ଏକ୍ସପ୍ରେସ’ ନାମରେ ନାମିତ କଲା ରେଳ ମନ୍ତ୍ରଣାଳୟ

ଏହି ଟ୍ରେନ ବେଶ୍ ଲୋକପ୍ରିୟ ଏବଂ ଭାରତୀୟ ରେଳବାଇରେ ଅନ୍ୟତମ ପୁରାତନ ଟ୍ରେନ୍

Posted On: 20 JAN 2021 11:05AM by PIB Bhubaneshwar

ହାଓଡ଼ା-କାଲକା ମେଲ୍, ତଥା ଟ୍ରେନ ନମ୍ବର 12311/12312କୁ ଭାରତୀୟ ରେଳବାଇ ‘ନେତାଜୀ ଏକ୍ସପ୍ରେସ୍’ ନାମରେ ନାମିତ କରିଛି ।

ଏହା କହିବା ବାହୁଲ୍ୟ ହାଓଡ଼ା-କାଲକା ମେଲ୍ ଭାରତୀୟ ରେଳବାଇରେ ଚଳାଚଳ କରୁଥିବା ଏକ ଲୋକପ୍ରିୟ ଓ ପୁରାତନ ଟ୍ରେନ । ହାଓଡ଼ା କାଲକା ମେଲ୍ ହାଓଡ଼ା (ପୂର୍ବ ରେଳବାଇ)ରୁ ଭାୟା ଦିଲ୍ଲୀ ଦେଇ କାଲକା (ନର୍ଦର୍ଣ୍ଣ ରେଳବାଇ)କୁ ଚଳାଚଳ କରୁଛି ।

 

SR / SLP



(Release ID: 1690392) Visitor Counter : 225