ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହାବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 17 JAN 2021 8:11PM by PIB Bhubaneswar

 

The passing away of Ustad Ghulam Mustafa Khan Sahab leaves our cultural world poorer. He was a doyen of music, a stalwart of creativity whose works endeared him to people across generations. I have fond memories of interacting with him. Condolences to his family and admirers. pic.twitter.com/jZy7eVhW68

— Narendra Modi (@narendramodi) January 17, 2021

ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହାବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

 

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହାବଙ୍କ ବିୟୋଗ ଆମ ସାଂସ୍କୃତିକ ଜଗତକୁ ବିରାଟ କ୍ଷତି ପହଞ୍ଚାଇଛି । ସେ ସଙ୍ଗୀତ ଜଗତର ଦୃଢ ବ୍ୟକ୍ତିତ୍ଵ  ଥିଲେ, ଯାହାଙ୍କ କାର୍ଯ୍ୟଶୈଳୀ ପିଢି ପରେ ପିଢିଙ୍କୁ ଆକର୍ଷିତ କରୁଥିଲା । ତାଙ୍କ ସହିତ ହୋଇଥିବା ଅନେକଗୁଡିଏ ମତବିନିମୟର ସ୍ମୃତି ମୋ ନିକଟରେ ରହିଛି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା” ।

 

**********

TRP/


(ରିଲିଜ ଆଡି: 1689666) ପରିଦର୍ଶକ କାଉଣ୍ଟର : 175