ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଫେସର ଚିତ୍ରା ଘୋଷଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 08 JAN 2021 11:03AM by PIB Bhubaneswar

ପ୍ରଫେସର ଚିତ୍ରା ଘୋଷଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ପ୍ରଫେସର ଚିତ୍ରା ଘୋଷଙ୍କର ଶିକ୍ଷାଦାନ ଏବଂ ସମାଜ ସେବା କ୍ଷେତ୍ରରେ ବିଶେଷ ଯୋଗଦାନ ରହିଛି ନେତାଜୀ ବୋଷଙ୍କ ସମ୍ବନ୍ଧୀୟ ଫାଇଲଗୁଡିକୁ ସାର୍ବଜନୀନ କରିବା ପ୍ରସଙ୍ଗ ସମେତ ତାଙ୍କ ହିତ ମୋର  ଅନେକ ପ୍ରସଙ୍ଗରେ ହୋଇଥିବା ଆଲୋଚନାଗୁଡିକୁ ମୁଁ ସ୍ମରଣ କରୁଛି ତାଙ୍କ ଦେହାନ୍ତରେ ମୁଁ ମର୍ମାହତ ଏବଂ ତାଙ୍କ ପରିବାର ପ୍ରତି ମୋର ସମବେଦନା ଜ୍ଞାପନ କରୁଛି ଓମ୍ ଶାନ୍ତି। "

 

*********

TRP/PS


(ରିଲିଜ ଆଡି: 1687171) ପରିଦର୍ଶକ କାଉଣ୍ଟର : 183