ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 DEC 2020 7:19PM by PIB Bhubaneswar
କୋଭିଡ-19 ପଜିଟିଭ ଥିବା ପରୀକ୍ଷଣରୁ ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ମିଷ୍ଟର ଇମାନୁଏଲ ମାକ୍ରୋନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଉତ୍ତମ ସ୍ବାସ୍ଥ୍ୟ ଲାଗି ଶୁଭେଚ୍ଛା ଜଣାଇଛନ୍ତି ।
“ମୋର ପ୍ରିୟ ବନ୍ଧୁ ଇମାନୁଏଲ ମାକ୍ରୋନଙ୍କୁ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଶୁଭେଚ୍ଛା ଜଣାଉଛି ।
Je souhaite à mon cher ami Emmanuel Macron un prompt rétablissement et une bonne santé", ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
(ରିଲିଜ ଆଡି: 1681557)
ପରିଦର୍ଶକ କାଉଣ୍ଟର : 138
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam