ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ବାଂଲାଦେଶ ଭର୍ଚୁଆଲ ଶିଖର ସମ୍ମିଳନୀ ଅବସରରେ ସ୍ୱାକ୍ଷରିତ ବୁଝାମଣାପତ୍ର/ରାଜିନାମା

प्रविष्टि तिथि: 17 DEC 2020 3:23PM by PIB Bhubaneshwar

କ୍ରଂସଂ

ବୁଝାମଣା ପତ୍ର/ରାଜିନାମା

ଭାରତୀୟ ପକ୍ଷ

ବାଂଲାଦେଶ ପକ୍ଷ

1.

ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତରେ ସହମତି ବ୍ୟବସ୍ଥା

ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ଅତିରିକ୍ତ ସଚିବ

(ବିକାଶ), ଶକ୍ତି ଏବଂ ଖଣିଜ ସମ୍ପଦ ବିଭାଗ

2.

ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ସାର୍ବଜନୀନ କ୍ଷେତ୍ରର ସଂସ୍ଥାନଗୁଡ଼ିକ ଜରିଆରେ ଉଚ୍ଚ ପ୍ରଭାବସମ୍ପନ୍ନ ସାମୁଦାୟିକ ବିକାଶ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଅନୁଦାନ ସହାୟତା ସଂକ୍ରାନ୍ତରେ ବୁଝାମଣାପତ୍ର

ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ସଚିବ, ଅର୍ଥନୈତିକ ସମ୍ପର୍କ ବିଭାଗ

3.

ସୀମା ପାର ହାତୀ ସଂରକ୍ଷଣ ସମ୍ବନ୍ଧୀୟ ପ୍ରୋଟୋକଲ

ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ସଚିବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ

4.

ବରିଶାଲ ନଗର ନିଗମ ଲାଗି ଉପକରଣ ଯୋଗାଣ ଏବଂ ଲମଚୋରୀ କ୍ଷେତ୍ରରେ ଆବର୍ଜନା/କଠିନ ବର୍ଜ୍ୟବସ୍ତୁ ପରିଚାଳନା ସ୍ଥଳୀରେ ସୁଧାର ନିମନ୍ତେ ବୁଝାମଣାପତ୍ର

ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

. ସଚିବ,  ଅର୍ଥନୈତିକ ସମ୍ପର୍କ ବିଭାଗ
. ମେୟର, ବରିଶଲ ସହରାଞ୍ଚଳ ନିଗମ

5.

କୃଷି କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର

ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ବାଂଲାଦେଶ କୃଷି ଗବେଷଣା ପରିଷଦ

6.

ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ ମୁଜୀବୁର ରେହମାନ ସ୍ମାରକୀ ସଂଗ୍ରହାଳୟ, ଢାକା, ବାଂଲାଦେଶ ଏବଂ ଜାତୀୟ ସଂଗ୍ରହାଳୟ, ନୂଆଦିଲ୍ଲୀ, ଭାରତ ମଧ୍ୟରେ ବୁଝାମଣାପତ୍ର

ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ସଂଗ୍ରହାଳୟ ଅଧ୍ୟକ୍ଷ, ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ ମୁଜୀବୁର ରହମାନ ସ୍ମାରକୀ ସଂଗ୍ରହାଳୟ, ଢାକା

7.

ଭାରତ-ବାଂଲାଦେଶ ସିଇଓ ଫୋରମର ସନ୍ଦର୍ଭ ସର୍ତ୍ତ

ବାଣିଜ୍ୟ ସଚିବ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ

ସଚିବ, ବାଣିଜ୍ୟ ମନ୍ତ୍ରଣାଳୟ

**********


(रिलीज़ आईडी: 1681538) आगंतुक पटल : 224
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam