ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଦ୍ୟାଭାଚସ୍ପତି ବାନାଞ୍ଜେ ଗୋବିନ୍ଦାଚାର୍ଯ୍ୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 13 DEC 2020 5:13PM by PIB Bhubaneswar

ବିଦ୍ୟାଭାଚସ୍ପତି ବାନାଞ୍ଜେ ଗୋବିନ୍ଦାଚାର୍ଯ୍ୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଦ୍ୟାଭାଚସ୍ପତି ବାନାଞ୍ଜେ ଗୋବିନ୍ଦାଚାର୍ଯ୍ୟ ଜୀ ସ୍ମରଣୀୟ ହୋଇ ରହିବେ । ସଂସ୍କୃତ ଏବଂ କନ୍ନଡ ସାହିତ୍ୟ ପାଇଁ ତାଙ୍କର ଉତ୍ସାହ ପ୍ରଶଂସନୀୟ । ତାଙ୍କ କାର୍ଯ୍ୟଶୈଳୀ ଭବିଷ୍ୟତ ପିଢିଙ୍କ ଉପରେ ଉପରେ ଗଭୀର ପ୍ରଭାବ ପକାଇତାଙ୍କର ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଓମ୍ ଶାନ୍ତି” ।

**********


(ରିଲିଜ ଆଡି: 1680413) ପରିଦର୍ଶକ କାଉଣ୍ଟର : 162