ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୌସେନା ଦିବସ ଉପଲକ୍ଷେ ଭାରତୀୟ ନୌବାହିନୀକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
04 DEC 2020 9:18AM by PIB Bhubaneswar
ନୌସେନା ଦିବସ ଉପଲକ୍ଷେ ଭାରତୀୟ ନୌବାହିନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
“ନୌସେନା ଦିବସ ଉପଲକ୍ଷେ ଆମ ନୌବାହିନୀର ସାହସୀ ଯବାନ ଓ ତାଙ୍କ ପରିବାରଙ୍କୁ ଅଭିନନ୍ଦନ। ଭାରତୀୟ ନୌବାହିନୀ ନିର୍ଭୀକ ଭାବରେ ଆମ ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରନ୍ତି ଏବଂ ଜରୁରୀ ସମୟରେ ମାନବିକ ଦାୟିତ୍ଵ ମଧ୍ୟ ତୁଳାଇ ଥାନ୍ତି। ଏହି ଅବସରରେ ଭାରତର ପ୍ରାଚୀନ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମଧ୍ୟ ଆମେ ସ୍ମରଣ କରୁଛୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
**********
(ରିଲିଜ ଆଡି: 1678252)
ପରିଦର୍ଶକ କାଉଣ୍ଟର : 219
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam