ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମ୍ଭାବ୍ୟ ଝଡ଼ ‘ନିବାର’ ସ୍ଥିତି ସମ୍ପର୍କରେ ତାମିଲନାଡ଼ୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 NOV 2020 11:10AM by PIB Bhubaneswar

ସମ୍ଭାବ୍ୟ ଝଡ଼ନିବାଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇଡ୍ଡାପାଦି କେ. ପାଲାନିସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଶ୍ରୀ ଭି. ନାରାୟଣସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଶ୍ରୀ ପାଲାନିସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଶ୍ରୀ ନାରାୟଣସ୍ୱାମୀଙ୍କ ସହ ସମ୍ଭାବ୍ୟ ଝଡ଼ନିବାସମ୍ପର୍କରେ ଆଲୋଚନା କରିଛି କେନ୍ଦ୍ର ତରଫରୁ ସମସ୍ତ ଯଥାସମ୍ଭବ ସହାୟତା ସକାଶେ ପ୍ରତିଶ୍ରୁତି ଦେଇଛି ବାତ୍ୟାଞ୍ଚଳରେ ଥିବା ଜନସାଧାରଣ ନିରାପଦ ରୁହନ୍ତୁ ବୋଲି ପ୍ରାର୍ଥନା କରୁଛି

 

**********

 


(ରିଲିଜ ଆଡି: 1675455) ପରିଦର୍ଶକ କାଉଣ୍ଟର : 273