ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଖ୍ୟାତନାମା ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 15 NOV 2020 3:25PM by PIB Bhubaneswar

ଖ୍ୟାତନାମା ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, "ଶ୍ରୀ ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତ ସିନେମା ଜଗତ ତଥା ପଶ୍ଚିମବଙ୍ଗ ଏବଂ ଭାରତର ସାଂସ୍କୃତିକ କ୍ଷେତ୍ର ପାଇଁ ଏକ ବିରାଟ କ୍ଷତି ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ସମ୍ବେଦନଶୀଳତା, ଭାବନା ଏବଂ ନୈତିକତାକୁ ପ୍ରତିପାଦିତ କରିଥିଲେ ତାଙ୍କ ଦେହାନ୍ତରେ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଓମ୍ ଶାନ୍ତି"

 

**********

 


(रिलीज़ आईडी: 1673060) आगंतुक पटल : 181
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam