ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଧନତେରସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 13 NOV 2020 8:46AM by PIB Bhubaneswar

ଧନତେରସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ଟ୍ଵିଟ ଜରିଆରେ ସେ କହିଛନ୍ତି ଯେ, ଭଗବାନ ଧନ୍ଵନ୍ତରୀ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଭରି ଦିଅନ୍ତୁ

 

**********


(ରିଲିଜ ଆଡି: 1672737) ପରିଦର୍ଶକ କାଉଣ୍ଟର : 207