ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫାଦର ଭାଲ୍ସଙ୍କ ଦେହାନ୍ତରେ ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ

Posted On: 09 NOV 2020 5:21PM by PIB Bhubaneshwar

ଫାଦର ଭାଲ୍ସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି

"ଫାଦର ଭାଲ୍ସ ଅନେକଙ୍କୁ ବିଶେଷ କରି ଗୁଜରାଟରେ ପ୍ରିୟ କରାଉଥିଲେ ଗଣିତ ଏବଂ ଗୁଜୁରାଟୀ ସାହିତ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ ସର୍ବଦା ସମାଜ ସେବାରେ ବ୍ରତୀ ଥିଲେ ତାଙ୍କ ଦେହାନ୍ତରେ ମୁଁ ମର୍ମାହତ ତାଙ୍କ ଆତ୍ମା ଶାନ୍ତିରେ ରହୁ" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

Father Vallés endeared himself to many, especially in Gujarat. He distinguished himself in diverse areas such as mathematics and Gujarati literature. He was also passionate about serving society. Saddened by his demise. May his soul rest in peace.

— Narendra Modi (@narendramodi) November 9, 2020

**********



(Release ID: 1671485) Visitor Counter : 149