ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭିଏନା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

प्रविष्टि तिथि: 03 NOV 2020 11:28AM by PIB Bhubaneshwar

ଭିଏନାରେ ଆତଙ୍କବାଦୀଙ୍କ ଘୃଣ୍ୟ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ ନିନ୍ଦା କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ଭିଏନାରେ ଆତଙ୍କବାଦୀଙ୍କ ଜଘନ୍ୟ ଆକ୍ରମଣ ନେଇ ଗଭୀରଭାବେ ଚକିତ ଏବଂ ମର୍ମାହତ । ଏହି ଦୁଃଖଦ ସମୟରେ ଭାରତ ଅଷ୍ଟ୍ରିଆ ସହିତ ଛିଡା ହୋଇଛି । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ।

 

**********


(रिलीज़ आईडी: 1669841) आगंतुक पटल : 207
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam