ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଦାତିକ ବାହିନୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
27 OCT 2020 1:31PM by PIB Bhubaneswar
ପଦାତିକ ବାହିନୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସାହସୀ ପଦାତିକ ବାହିନୀର ସମସ୍ତ କର୍ମଚାରୀମାନଙ୍କୁ ପଦାତିକ ବାହିନୀ ଦିବସ ଅବସରରେ ସ୍ଵତନ୍ତ୍ର ଅଭିନନ୍ଦନ । ଦେଶକୁ ସୁରକ୍ଷା ଯୋଗାଇବା ଦିଗରେ ପଦାତିକ ବାହିନୀର ଭୂମିକା ପାଇଁ ଭାରତ ଗର୍ବିତ । ସେମାନଙ୍କ ସାହାସିକତା କୋଟି କୋଟି ଦେଶବାସୀଙ୍କୁ ଅନୁପ୍ରାଣିତ କରୁ,” ।


**********
(रिलीज़ आईडी: 1667920)
आगंतुक पटल : 186
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam