ରାଷ୍ଟ୍ରପତିଙ୍କ ସଚିବାଳୟ

ଶ୍ରୀ କେ. ଆର. ନାରାୟଣଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2020 12:32PM by PIB Bhubaneswar

ପୂର୍ବତନ ରାଷ୍ଟ୍ରପତି ଶ୍ରୀ କେ. ଆର. ନାରାୟଣଙ୍କ ଜନ୍ମ ବାର୍ଷିକୀରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି (ଅକ୍ଟୋବର 27, 2020) ରାଷ୍ଟ୍ରପତି ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନର ଅଧିକାରୀମାନେ ଶ୍ରୀ କେ. ଆର. ନାରାୟଣଙ୍କ ଫଟୋ ସମ୍ମୁଖରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

**********


(ରିଲିଜ ଆଡି: 1667914) ପରିଦର୍ଶକ କାଉଣ୍ଟର : 189