ପୋଷ୍ଟ କରାଯିବା ଦିନାଙ୍କ:
15 OCT 2020 11:00AM by PIB Bhubaneswar
ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଡ. କଲାମଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ବୈଜ୍ଞାନିକ ଭାବେ ହେଉ, କିମ୍ବା ଦେଶର ରାଷ୍ଟ୍ରପତି ଭାବେ ହେଉ ଦେଶର ବିକାଶ ଦିଗରେ ତାଙ୍କ ଅବଦାନକୁ ଭାରତ କେବେ ବି ଭୁଲି ପାରିବନାହିଁ । କୋଟି କୋଟି ଲୋକଙ୍କୁ ତାଙ୍କର ଜୀବନ ଯାତ୍ରା ପ୍ରେରଣା ଦେଉଛି’ ।
**********