ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଏସଆଇଆର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 26 SEP 2020 2:44PM by PIB Bhubaneswar

ସିଏସଆଇଆରର ପ୍ରତିଷ୍ଠା ଦିବସରେ ଏହାର ସମସ୍ତ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏମ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସିଏସଆଇଆର ପ୍ରତିଷ୍ଠା ଦିବସରେ ଏହା ସହିତ ଯୋଡି ହୋଇ ରହିଥିବା ସମସ୍ତ ସହଯୋଗୀଙ୍କୁ ଶୁଭେଚ୍ଛା ଭାରତରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବାରେ ସିଏସଆଇଆର ସର୍ବାଗ୍ରେ ରହିଛି କୋଭିଡ-19 ବିରୋଧୀ ଲଢେଇରେ ସେମାନେ ଏକ ମୂଲ୍ୟବାନ ଭୂମିକା ଗ୍ରହଣ କରୁଛନ୍ତି ଭବିଷ୍ୟତ ପ୍ରୟାସ ପାଇଁ ସିଏସଆଇଆରକୁ ଶୁଭେଚ୍ଛା”

 

**********


(रिलीज़ आईडी: 1659389) आगंतुक पटल : 196
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam