ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଫେସର ଗୋବିନ୍ଦ ସ୍ୱରୂପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 08 SEP 2020 1:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଫେସର ଗୋବିନ୍ଦ ସ୍ଵରୂପଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ ବାର୍ତ୍ତା ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରଫେସର ଗୋବିନ୍ଦ ସ୍ୱରୂପ ଜଣେ ଅସାଧାରଣ ବୈଜ୍ଞାନିକ ଥିଲେ  ବେତାର ଜ୍ୟୋତିର୍ବିଦ୍ୟା ଦିଗରେ ତାଙ୍କର ଅଗ୍ରଣୀ କାର୍ଯ୍ୟ ତାଙ୍କୁ ବିଶ୍ଵରେ ଅଶେଷ ଖ୍ୟାତି ଆଣିଦେଇଛି ତାଙ୍କ ବିୟୋଗରେ ମୁଁ ମର୍ମାହତ ମୁଁ ତାଙ୍କର ପ୍ରିୟଜନଙ୍କୁ ଗଭୀର ସମବେଦନା ଜଣାଉଛି”

 

**********


(ରିଲିଜ ଆଡି: 1652391) ପରିଦର୍ଶକ କାଉଣ୍ଟର : 185