ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଫଆଇଡିଇ ଅନଲାଇନ୍ ଚେସ୍ ଅଲିମ୍ପିଆଡ୍ ବିଜୟୀ ଚେସ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2020 9:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେସ ଖେଳାଳିଙ୍କୁ ଏଫଆଇଡିଇ ଅନଲାଇନ୍ ଚେସ ଅଲିମ୍ପିଆଡ଼ ଜିତିବା ନେଇ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, “ଆମ ଚେସ ଖେଳାଳିଙ୍କୁ ଏଫଆଇଡିଇ ଅନଲାଇନ ଚେସ ଅଲିମ୍ପିଆଡ଼ ଜିତିବା ନେଇ ଅଭିନନ୍ଦନ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ପ୍ରଶଂସନୀୟ ସେମାନଙ୍କର ସଫଳତା ନିଶ୍ଚିତ ଭାବରେ ଅନ୍ୟ ଚେସ ଖେଳାଳୀଙ୍କୁ ଉତ୍ସାହିତ କରିବ ମୁଁ ରୁଷିଆ ଦଳକୁ ମଧ୍ୟ ଅଭିନନ୍ଦନ ଜଣାଉଛି

 

**********


(ରିଲିଜ ଆଡି: 1650024) ପରିଦର୍ଶକ କାଉଣ୍ଟର : 190