ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାତ୍ମା ଅୟଂକାଲୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 28 AUG 2020 2:51PM by PIB Bhubaneswar

ମହାତ୍ମା ଅୟଂକାଲୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାତ୍ମା ଅୟଂକାଲୀଙ୍କ ଭଳି ମହାପୁରୁଷଙ୍କ ପ୍ରତି ଭାରତ ସର୍ବଦା ଋଣୀ ହୋଇ ରହିବ ସାମାଜିକ ସଂସ୍କାର ଏବଂ ଦରିଦ୍ରଙ୍କ ସଶକ୍ତିକରଣ ଦିଗରେ ତାଙ୍କର କାର୍ଯ୍ୟ ସବୁବେଳେ ଅନୁପ୍ରାଣିତ କରିବତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

 

**********


(रिलीज़ आईडी: 1649349) आगंतुक पटल : 297
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Bengali , Assamese , Manipuri , Gujarati , Tamil , Telugu , Kannada , Malayalam