ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଅଗଷ୍ଟ 23, 2020 ଦିନ ଗଣମାଧ୍ୟମ କାର୍ଯ୍ୟକ୍ରମ ପ୍ରସ୍ତୁତି ଲାଗି ଜାରି ଏସଓପି ସଂପର୍କିତ ସ୍ପଷ୍ଟୀକରଣ
ପୋଷ୍ଟ କରାଯିବା ଦିନାଙ୍କ:
24 AUG 2020 5:02PM by PIB Bhubaneswar
ଏତଦ୍ୱାରା ଏହା ସ୍ପଷ୍ଟ କରାଯାଉଛି ଯେ ଅଗଷ୍ଟ 23, 2020 ଦିନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ “କୋଭିଡ଼–19 ସଂକ୍ରମଣ କାଳରେ ଗଣମାଧ୍ୟମ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ସଂକ୍ରାନ୍ତ ମାର୍ଗଦର୍ଶୀକା ଜାରି କରାଯାଇଥିଲା । ଏହା ସମସ୍ତ ଗଣମାଧ୍ୟମ ସଂସ୍ଥା ଯଥା, ଫିଲ୍ମ ସୁଟିଂ, ଟେଲିଭିଜନ ପ୍ରଡକ୍ସନ, ୱେବ୍ ସିରିଜ୍ ଏବଂ ଇଲେକ୍ଟ୍ରୋନିକ୍ ତଥା ଫିଲ୍ମ ମିଡ଼ିୟମ୍ରେ ବିଷୟବସ୍ତୁ ରଚନାର ସମସ୍ତ ସ୍ୱରୂପ ପାଇଁ ପ୍ରଯୁଜ୍ୟ ହେବ ।
ଏହି ଏସଓପିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ୍ରେ ସ୍ଥାନୀତ କରାଯାଇଛି ଏବଂ ତାହା ନିମ୍ନରେ ପ୍ରଦତ୍ତ ଲିଙ୍କରେ ଉପଲବ୍ଧ:
https://mib.gov.in/sites/default/files/SOP%20on%20Media%20Production%2021%20Aug%202020%20%281%29.pdf
**********
(ରିଲିଜ ଆଡି: 1648311)
ପରିଦର୍ଶକ କାଉଣ୍ଟର : 272
ଏହି ରିଲିଜ ପଢନ୍ତୁ :
Tamil
,
Telugu
,
Gujarati
,
Urdu
,
Manipuri
,
Assamese
,
Bengali
,
English
,
Marathi
,
हिन्दी
,
Punjabi
,
Kannada
,
Malayalam