ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଥମ ପୁଣ୍ୟ ତିଥିରେ ଅରୁଣ ଜେଟଲୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

Posted On: 24 AUG 2020 11:59AM by PIB Bhubaneshwar

ଅରୁଣ ଜେଟଲୀଙ୍କ ପ୍ରଥମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମନେ ପକାଇଛନ୍ତି । ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀଙ୍କୁ ହରାଇଥିଲୁ । ମୁଁ ମୋ ପ୍ରିୟ ବନ୍ଧୁଙ୍କର ବହୁତ ଅଭାବ ଅନୁଭବ କରୁଛି । ଅରୁଣଜୀ ଦେଶ ପାଇଁ ନିବରଚ୍ଛିନ୍ନ ଅଧ୍ୟବସାୟର ସହ ସେବା କରି ଆସୁଥିଲେ । ତାଙ୍କ ବୋଧଶକ୍ତି, ବିଚାରଶକ୍ତି, ଆଇନଗତ ବୁଦ୍ଧିର ତୀକ୍ଷ୍ଣତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ ପ୍ରଶଂସନୀୟ ।

 

*************



(Release ID: 1648295) Visitor Counter : 148