ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାର୍ସି ନୂଆ ବର୍ଷ ନବରୋଜ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2020 9:59AM by PIB Bhubaneswar

ପାର୍ସି ନୂଆ ବର୍ଷ ନବରୋଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ନବରୋଜ ମୁବାରକ! ପାର୍ସି ନୂଆ ବର୍ଷରେ ଶୁଭେଚ୍ଛା । ବିଭିନ୍ନ କ୍ଷେତ୍ରରେ ପାର୍ସି ସମ୍ପ୍ରଦାୟର ଉଲ୍ଲେଖନୀୟ ଅବଦାନକୁ ଭାରତ ପ୍ରଶଂସା କରେ । ଆଗାମୀ ବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ” ।

 

**********


(ରିଲିଜ ଆଡି: 1646328) ପରିଦର୍ଶକ କାଉଣ୍ଟର : 167