ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଜିକୋଡ ବିମାନ ଦୁର୍ଘଟଣା ଜନିତ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2020 10:39PM by PIB Bhubaneswar

କୋଜିକୋଡ ବିମାନ ଦୁର୍ଘଟଣା ଜନିତ ଜୀବନହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "କୋଜିକୋଡ ବିମାନ ଦୁର୍ଘଟଣାରେ ମର୍ମାହତ ମୃତକଙ୍କ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପରିସ୍ଥିତି ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହିତ କଥା ହୋଇଛି ଅଧିକାରୀମାନେ ଘଟଣାସ୍ଥଳରେ ରହିଛନ୍ତି, ପ୍ରଭାବିତଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି”

 

**********

 


(ରିଲିଜ ଆଡି: 1644408) ପରିଦର୍ଶକ କାଉଣ୍ଟର : 233