ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚାଟାର୍ଡ ଆକାଉଣ୍ଟାଣ୍ଟସ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2020 10:26AM by PIB Bhubaneswar

ଚାଟାର୍ଡ ଆକାଉଣ୍ଟାଣ୍ଟସ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସୁସ୍ଥ ତଥା ସ୍ୱଚ୍ଛ ଅର୍ଥନୀତି ସୁନିଶ୍ଚିତ କରିବାରେ ଆମର ପରିଶ୍ରମୀ ଚାଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କର ପ୍ରମୁଖ ଭୂମିକା ରହିଛି ଦେଶ ପାଇଁ ସେମାନଙ୍କର ସେବା ଅତି ମୂଲ୍ୟବାନ ଅଟେ ଚାଟାର୍ଡ ଆକାଉଣ୍ଟାଣ୍ଟସ ଦିବସର ଶୁଭେଚ୍ଛା”

 

**********


(ରିଲିଜ ଆଡି: 1635706) ପରିଦର୍ଶକ କାଉଣ୍ଟର : 151