ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହେଶ ନବମୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
31 MAY 2020 1:58PM by PIB Bhubaneshwar
ମହେଶ ନବମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ଆପଣ ସମସ୍ତଙ୍କୁ ମହେଶ ନବମୀର ମଙ୍ଗଳକାମନା । ଏହି ପର୍ବ ଆମକୁ ଜନ କଲ୍ୟାଣ ପାଇଁ ପ୍ରତିବଦ୍ଧ ହେବାକୁ ପ୍ରେରଣା ଯୋଗାଉଛି । ଦେବଙ୍କ ଦେବ ମହାଦେବ ଏବଂ ମା ପାର୍ବତୀଙ୍କୁ ମୋର ପ୍ରାର୍ଥନା କି ସମସ୍ତ ଦେଶବାସୀଙ୍କ ପ୍ରତି ତାଙ୍କର କୃପା ରଖିଥାନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
***********
(ରିଲିଜ ଆଡି: 1628201)
ପରିଦର୍ଶକ କାଉଣ୍ଟର : 178
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada