ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବୀର ସାବରକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 28 MAY 2020 10:16AM by PIB Bhubaneshwar

ବୀର ସାବରକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

"ଜୟନ୍ତୀ ଅବସରରେ ମୁଁ ସାହସୀ ବୀର ସାବରକରଙ୍କୁ ପ୍ରଣାମ କରୁଛି । ତାଙ୍କର ସାହସିକତା ପାଇଁ ଆମେ ତାଙ୍କୁ ମନେ ରଖିଛୁ ସ୍ଵାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଅତୁଳନୀୟ, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।"

 

**********



(Release ID: 1627483) Visitor Counter : 192