ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଘୂର୍ଣ୍ଣିବାତ୍ୟା ଅମ୍ଫନର ସ୍ଥିତି ସମୀକ୍ଷା କରିବା ଲାଗି ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
21 MAY 2020 9:08PM by PIB Bhubaneshwar
ଘୂର୍ଣ୍ଣିବାତ୍ୟା ଅମ୍ଫନର ସ୍ଥିତି ସମୀକ୍ଷା କରିବା ଲାଗି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଟ୍ଵିଟ ଜରିଆରେ କହିଛି, “ଘୂର୍ଣ୍ଣିବାତ୍ୟା ଅମ୍ଫନର ସ୍ଥିତି ସମୀକ୍ଷା କରିବା ଲାଗି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ।
ସେ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିବେ ଏବଂ ସମୀକ୍ଷା ବୈଠକରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ” ।
**********
(रिलीज़ आईडी: 1625905)
आगंतुक पटल : 182
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam