ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବରିଷ୍ଠ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 30 APR 2020 12:12PM by PIB Bhubaneswar

ବରିଷ୍ଠ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି 

ବହୁମୁଖୀ, ସ୍ନେହମୟ ଏବଂ ଜୀବନ୍ତ ... ଏମିତି ଥିଲେ ରିଷି କପୁର ମହାଶୟ । ସେ ଥିଲେ ପ୍ରତିଭାର ଗନ୍ତାଘର ସୋସିଆଲ ମିଡିଆରେ ଆମର ପାରସ୍ପରିକ କଥାବାର୍ତ୍ତାକୁ ମୁଁ ସବୁବେଳେ ମନେପକାଇବି ସେ ଚଳଚ୍ଚିତ୍ର ଏବଂ ଭାରତର ପ୍ରଗତି ନେଇ ଆଗ୍ରହୀ ଥିଲେ ତାଙ୍କ ଦେହାନ୍ତରେ ମୁଁ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଓମ୍ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********


(रिलीज़ आईडी: 1619503) आगंतुक पटल : 194
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam