ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବହୁମୁଖୀ ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 29 APR 2020 6:00PM by PIB Bhubaneswar

ବହୁମୁଖୀ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଇରଫାନ ଖାନଙ୍କ ଦେହାନ୍ତ ସିନେମା ଏବଂ ଥିଏଟର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବିଭିନ୍ନ ମାଧ୍ୟମଗୁଡିକରେ ତାଙ୍କର ବହୁମୁଖୀ ପ୍ରଦର୍ଶନ ପାଇଁ ସେ ସ୍ମରଣୀୟ ହୋଇ ରହିବେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଦିବଙ୍ଗତ ଆତ୍ମାର ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********

 


(ରିଲିଜ ଆଡି: 1619456) ପରିଦର୍ଶକ କାଉଣ୍ଟର : 150