ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ-19 ରିଲିଫ କାର୍ଯ୍ୟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଓ ସରକାରଙ୍କୁ 85.5 ଲକ୍ଷ ଟଙ୍କାର ଯୋଗଦାନ ଦେଲେ ସିପେଟ ସଂସ୍ଥାନ ଓ କେନ୍ଦ୍ର

ପୋଷ୍ଟ କରାଯିବା ଦିନାଙ୍କ: 10 APR 2020 2:00PM by PIB Bhubaneshwar

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଇନଷ୍ଟିଚ୍ୟୁ ପକ୍ଷରୁ କୋଭିଡ-19 ମହାମାରୀ ମୁକାବିଲା କ୍ଷେତ୍ରରେ ସହାୟତା ନିମନ୍ତେ ବିଭିନ୍ନ ସ୍ଥାନୀୟ ପ୍ରଶାସନ, ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କୁ 85.50 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ନିମ୍ନରେ ସମ୍ପୂର୍ଣ ତଥ୍ୟ ଦିଆଯାଇଛି

S.

No

 

Name of the CIPET Centre

Amount      (In Lakhs)

 

S.

No

 

Name of the CIPET Centre

Amount     (In Lakhs)

1

CIPET: IPT, Ahmedabad

2.00

14

CIPET:CSTS, Dehradun

5.00

2

CIPET: IPT, Bhubaneswar

2.50

15

CIPET:CSTS & PWMC,

Guwahati

2.00

3

CIPET: IPT, Chennai

5.00

16

CIPET:CSTS, Hajipur

7.00

4

CIPET: IPT, Kochi

2.50

17

CIPET:CSTS, Haldia

3.00

5

CIPET: IPT, Lucknow

5.00

18

CIPET:CSTS, Hyderabad

2.00

6

CIPET: SARP - ARSTPS,

Chennai

2.00

19

CIPET:CSTS, Madurai

2.00

7

CIPET: LARPM,

Bhubaneswar

2.50

20

CIPET:CSTS, Murthal

5.00

8

CIPET:CSTS, Agartala

3.00

21

CIPET:CSTS, Mysuru

2.00

9

CIPET:CSTS, Baddi

5.00

22

CIPET:CSTS, Ranchi

3.00

10

CIPET:CSTS, Balasore

2.50

23

CIPET:CSTS, Valsad

2.00

11

CIPET:CSTS, Bhopal

11.00

24

CIPET:CSTS, Vijayawada

2.00

12

CIPET:CSTS, Bhubaneswar

2.50

25

CIPET:CSTS, Korba

2.00

13

CIPET:CSTS, Chandrapur

3.00

Total Contribution

85.50

 

 

**********


(ରିଲିଜ ଆଡି: 1613175) ପରିଦର୍ଶକ କାଉଣ୍ଟର : 167