ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ବିଭିନ୍ନ ସଂସ୍ଥାନ ତରଫରୁ ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ 38.91 କୋଟି ଟଙ୍କାର ଦାନ

• କୋଭିଡ-19 ମୁକାବିଲା ଦିଗରେ ଏଭଳି ପଦକ୍ଷେପ ଭାରତକୁ ଅଧିକ ମଜବୁତ କରିବ - ରମେଶ ପୋଖରିୟାଲ ‘ନିଶଙ୍କ’

ପୋଷ୍ଟ କରାଯିବା ଦିନାଙ୍କ: 05 APR 2020 5:48PM by PIB Bhubaneswar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ 28ଟି ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ ଓ ସ୍ଵୟଂଶାସିତ ସଂଗଠନ ପକ୍ଷରୁ କୋଭିଡ-19ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ 38.91 କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରଦାନ କରାଯାଇଛି ଏହି ପଦକ୍ଷେପକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ପ୍ରଶଂସା କରିବା ସହ ଏପରି ଉଦ୍ୟମ ଦ୍ଵାରା ଦେଶ ଆହୁରି ମଜବୁତ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ‘ନିଶଙ୍କ’ ନିଜେ ନିଜର ଏକ ମାସର ଦରମା ଓ ସାଂସଦ ବିକାଶ ପାଣ୍ଠିରୁ 1 କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ ପ୍ରଦାନ କରିଛନ୍ତି

 

**********

 


(ରିଲିଜ ଆଡି: 1611449) ପରିଦର୍ଶକ କାଉଣ୍ଟର : 164