ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ତରଫରୁ ପିଏମ କେଆର ପାଣ୍ଠିକୁ 430 କୋଟି ଟଙ୍କାର ସହାୟତା

प्रविष्टि तिथि: 05 APR 2020 5:00PM by PIB Bhubaneshwar

କୋଭିଡ-19ର ମୁକାବିଲା ଏବଂ ଏଥିରେ ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ପ୍ରତିଷ୍ଠାନ ଓ ସରକାରୀ କର୍ତ୍ତୃତ୍ଵାଧୀନ ବ୍ୟାଙ୍କ/ଉଦ୍ୟୋଗ କର୍ମଚାରୀମାନେ ଆଗେଇ ଆସି ସେମାନଙ୍କ ଗୋଟିଏ ଦିନର ଦରମା ସହିତ ସିଏସଆର ଅନ୍ତର୍ଗତ କର୍ମଚାରୀମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ 430 କୋଟି 13 ଲକ୍ଷ ଟଙ୍କା ଦାନ କରିଛନ୍ତି  

 

**********


(रिलीज़ आईडी: 1611448) आगंतुक पटल : 229
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Gujarati , Tamil , Telugu , Kannada , Malayalam