ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସନ୍ତା କାଲି ସକାଳ 9 ଟାରେ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 APR 2020 5:36PM by PIB Bhubaneswar
ଆସନ୍ତା କାଲି, 3 ଏପ୍ରିଲ 2020 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିବେ ।
ଆଜି ଏକ ଟ୍ଵିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସନ୍ତା କାଲି ସକାଳ 9 ଟା ବେଳେ ମୁଁ ପ୍ରିୟ ଦେଶବାସୀଙ୍କ ସହ ଏକ ଭିଡିଓ ବାର୍ତ୍ତା ବାଣ୍ଟିବି । ”
**********
(ରିଲିଜ ଆଡି: 1610379)
ପରିଦର୍ଶକ କାଉଣ୍ଟର : 168
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam