ପୋଷ୍ଟ କରାଯିବା ଦିନାଙ୍କ:
04 NOV 2026 6:07PM by PIB Bhubaneswar
କେରଳମର ରାଜ୍ୟପାଳ ଶ୍ରୀ ଓମ୍ ପ୍ରକାଶ ମାଥୁର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ଲେଖିଥିଲା;
"କେରଳମର ରାଜ୍ୟପାଳ ଶ୍ରୀ ପ୍ରକାଶ ମାଥୁର ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।"
HS