ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
12 OCT 2026 5:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତପସ୍ୟା, ବଳିଦାନ ଏବଂ ସଂକଳ୍ପର ପ୍ରତୀକ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କରିଥିଲେ। ଶ୍ରୀ ମୋଦୀ ପ୍ରାର୍ଥନା କରିଥିଲେ ଯେ ସେ ସମସ୍ତଙ୍କୁ ସାହସ ଏବଂ ଆତ୍ମସଂଯମ ପ୍ରଦାନ କରନ୍ତୁ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
ନବରାତ୍ରିର ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ, ଯାହା ତପସ୍ୟା, ବଳିଦାନ ଏବଂ ସଂକଳ୍ପର ପ୍ରତୀକ । ସେ ସମସ୍ତଙ୍କୁ ସାହସ ଏବଂ ଧୈର୍ଯ୍ୟର ଆଶୀର୍ବାଦ ଦିଅନ୍ତୁ।
HS
(ରିଲିଜ ଆଡି: 2322380)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam