ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସ. ଆର. ସି. ସି. କାର୍ଯ୍ୟକ୍ରମ ପାଇଁ ତାଙ୍କ ମେଟ୍ରୋ ଯାତ୍ରାର କିଛି ମୁହୂର୍ତ୍ତ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 SEP 2026 10:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସ୍. ଆର୍. ସି. ସି. କାର୍ଯ୍ୟକ୍ରମକୁ ଯିବା ଆସିବା କରିବା ସମୟରେ ତାଙ୍କ ମେଟ୍ରୋ ଯାତ୍ରାର ଝଲକ ସେୟାର କରିଛନ୍ତି।

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:

"ମେଟ୍ରୋ ମୁହୂର୍ତ୍ତ

ଏସ୍. ଆର୍. ସି. ସି. କାର୍ଯ୍ୟକ୍ରମକୁ ଯିବା ବାଟରେ ଏବଂ ଫେରିବା ବାଟରେ "

HS


(ରିଲିଜ ଆଡି: 2308223) ପରିଦର୍ଶକ କାଉଣ୍ଟର : 8