ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାର୍ସୀ ନବବର୍ଷର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
15 AUG 2026 10:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାର୍ସୀ ନବବର୍ଷର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ପାର୍ସୀ ସମ୍ପ୍ରଦାୟର ଉଲ୍ଲେଖନୀୟ ଯୋଗଦାନ ଆମ ଦେଶକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
"ପାର୍ସୀ ନବବର୍ଷର ପ୍ରାରମ୍ଭରେ ଶୁଭେଚ୍ଛା। ବିଭିନ୍ନ କ୍ଷେତ୍ରରେ ପାର୍ସୀ ସମ୍ପ୍ରଦାୟର ଉଲ୍ଲେଖନୀୟ ଯୋଗଦାନ ଆମ ଦେଶକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି। ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ଆନନ୍ଦ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ।
ନବରୋଜ ମୁବାରକ! "
HS
(रिलीज़ आईडी: 2300060)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam