ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମସ୍ତଙ୍କୁ ଇଦ୍-ଉଲ୍-ଫିତର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 21 MAR 2026 8:24AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଦ୍-ଉଲ୍-ଫିତର ପବିତ୍ର ଅବସରରେ ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ଲେଖିଛନ୍ତି:

"ଇଦ୍-ଉଲ୍-ଫିତର ଅବସରରେ ଶୁଭେଚ୍ଛା। ଏହି ଦିନ ଚାରିଆଡ଼େ ଭାଇଚାରା ଏବଂ ଦୟା ବୃଦ୍ଧି କରୁ। ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ

ଇଦ୍ ମୁବାରକ! "

HS


(रिलीज़ आईडी: 2255139) आगंतुक पटल : 34
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam