ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ରେଳ କ୍ଷେତ୍ରର ପରିବର୍ତ୍ତନ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 16 APR 2026 3:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।

ଏହି ନିବନ୍ଧରେ ଦର୍ଶାଯାଇଛି ଯେ ଭାରତୀୟ ରେଳବାଇ ଇକୋସିଷ୍ଟମରେ ଏକ ମୌଳିକ ପରିବର୍ତ୍ତନ ଆସିଛି ଏବଂ ନିରନ୍ତର ସଂସ୍କାର ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;

"ଭାରତୀୟ ରେଳ ବ୍ୟବସ୍ଥାରେ ଏକ ମୌଳିକ ପରିବର୍ତ୍ତନ ଆସିଛି ଏବଂ ଫଳାଫଳ ଆମ ସମ୍ମୁଖରେ ରହିଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଲେଖିଛନ୍ତି ଯେ ନିରନ୍ତର ସଂସ୍କାର ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି କ୍ଷେତ୍ର କିପରି ନୂତନ ମାନଦଣ୍ଡ ସ୍ଥାପନ କରୁଛି।

ଏଠାରେ ଏକ ହୃଦୟସ୍ପର୍ଶୀ ଲେଖା ପଢ଼ନ୍ତୁ।

https://timesofindia.indiatimes.com/toi-plus/infrastructure/best-sign-that-our-trains-got-safer-is-fewer-headlines/articleshow/130261541.cms

HS


(रिलीज़ आईडी: 2254733) आगंतुक पटल : 24
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Telugu , Kannada , Malayalam