ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ସୂର୍ଯ୍ୟ ତିଳକ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2026 5:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ସୂର୍ଯ୍ୟ ତିଳକ ଦେଖିଛନ୍ତି। "ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହୁ", ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

"ଆଜି ସକାଳେ, ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଆୟୋଜିତ ସୂର୍ଯ୍ୟ ତିଳକର ସାକ୍ଷୀ ହୋଇଥିଲି। ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହୁ ।’’

HS


(ରିଲିଜ ଆଡି: 2247466) ପରିଦର୍ଶକ କାଉଣ୍ଟର : 12